ଗଲ୍‌ବ୍ଲାଡରରେ ଷ୍ଟୋନ୍‌ କାହିଁକି ହୁଏ? | Dr Lalatendu Mahapatra on Gallbladder Stone in Odia

Dr Lalatendu Mahapatra4 August 20217:1350K views

About this video

ପିତ୍ତକୋଷରେ ପଥୁରୀ ବା ଗଲ୍‌ବ୍ଲାଡର ଷ୍ଟୋନ୍‌ କାହିଁକି ହୁଏ? ଗଲ୍‌ବ୍ଲାଡରରେ ଷ୍ଟୋନ୍‌ ହେଲେ କ’ଣ ଗଲ୍‌ବ୍ଲାଡରକୁ କାଢ଼ିଦିଆଯାଏ? ଏସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍‌ ଏବଂ ବାରିଆଟ୍ରିକ୍‌ ସର୍ଜନ ଡାକ୍ତର ଲଲାତେନ୍ଦୁ ମହାପାତ୍ର।