ଗଲ୍ବ୍ଲାଡରରେ ଷ୍ଟୋନ୍ କାହିଁକି ହୁଏ? | Dr Lalatendu Mahapatra on Gallbladder Stone in Odia
About this video
ପିତ୍ତକୋଷରେ ପଥୁରୀ ବା ଗଲ୍ବ୍ଲାଡର ଷ୍ଟୋନ୍ କାହିଁକି ହୁଏ? ଗଲ୍ବ୍ଲାଡରରେ ଷ୍ଟୋନ୍ ହେଲେ କ’ଣ ଗଲ୍ବ୍ଲାଡରକୁ କାଢ଼ିଦିଆଯାଏ? ଏସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍ ଏବଂ ବାରିଆଟ୍ରିକ୍ ସର୍ଜନ ଡାକ୍ତର ଲଲାତେନ୍ଦୁ ମହାପାତ୍ର।