ପଲମୋନାରି ହାଇପରଟେନ୍‌ସନ୍‌: ଲକ୍ଷଣ ଓ ଚିକିତ୍ସା | Pulmonary Hypertension, in Odia | Dr Sarat Kumar Behera

Dr Sarat Kumar Behera14 May 202412:462.9K views

About this video

ପଲମୋନାରି ହାଇପରଟେନ୍‌ସନ୍‌ ଏକ ପ୍ରକାର ଉଚ୍ଚ ରକ୍ତଚାପ, ଯାହାକି ଫୁସ୍‌ଫୁସ୍‌ ଏବଂ ହୃଦୟକୁ ପ୍ରଭାବିତ କରିଥାଏ। ଆସନ୍ତୁ, ଏହି ସମସ୍ୟା ବିଷୟରେ ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର ଶରତ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା।