କୋଲେଷ୍ଟେରୋଲ ନିୟନ୍ତ୍ରଣ ପାଇଁ କେତେ ତେଲ ଖାଇବେ? | Cholesterol & Cooking Oil | Prof Dr Srikant Kumar Dhar
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଶରୀରରେ ଖରାପ କୋଲେଷ୍ଟେରୋଲର ମାତ୍ରା ଅଧିକ ହେଲେ ତାହା ବିଭିନ୍ନ ରୋଗର କାରଣ ହୋଇପାରେ। ତେଣୁ କୋଲେଷ୍ଟେରୋଲ ନିୟନ୍ତ୍ରଣ କରିବା ନିହାତି ଜରୁରୀ। କୋଲେଷ୍ଟେରୋଲ ବୃଦ୍ଧି ହେବାରେ ଆମ ଖାଦ୍ୟଶୈଳୀ କେତେ ମାତ୍ରାରେ ଦାୟୀ। ତେଣୁ ଆମେ ଖାଦ୍ୟରେ ତେଲର ମାତ୍ରା ନିୟନ୍ତ୍ରଣ କରିବା ଦରକାର। ଆସନ୍ତୁ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଏନେଇ ଜାଣିବା। Eating fat-rich food and oily food increases the amount of cholesterol in our bodies. If the amount of bad cholesterol in the body is high, then it can cause various diseases. Therefore, it is important to control cholesterol. How much oil to eat to control cholesterol? Let's know more from Prof Dr Srikant Kumar Dhar, a Medicine Specialist.