ଜିଦିଆ ପିଲାଙ୍କୁ କେମିତି ସମ୍ଭାଳିବେ? | How To Handle Stubborn Child in Odia | Sambit Nanda
About this video
ପିଲା ଜିଦିଆ ବା ଦୁଷ୍ଟ ହେଉଥିଲେ ବାପାମା’ମାନେ ପିଲାକୁ ମୋବାଇଲ ଧରେଇଦିଅନ୍ତି। ଫଳରେ ପିଲା ଚୁପ୍ ହୋଇ ମୋବାଇଲ ତ ଦେଖୁଥାଏ, କିନ୍ତୁ ଏହାଦ୍ୱାରା ତା’ର ବୁଦ୍ଧିର ବିକାଶ ହେବାରେ ବାଧକ ସାଜେ। ତେବେ ଜିଦିଆ ପିଲାଙ୍କୁ କିଭଳି ସମ୍ଭାଳିବେ? ଏନେଇ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Dealing with stubborn children is a challenge for parents. If the child is stubborn or naughty, the parents will pick up the child's mobile phone. As a result, the child silently looks at the mobile, but this prevents him from developing his intellect. So how to deal with a stubborn child? Find out more from Sambit Nanda, a Psychologist.