ମଦ କେମିତି ଛାଡ଼ିବେ? | How to Quit Alcohol? in Odia | Dr Satyakam Mohapatra

Dr Satyakam Mohapatra26 May 202215:5048K views

About this video

ମଦ ଅଭ୍ୟାସରେ ପଡ଼ିଲେ ଶେଷରେ ଲାଳସାରେ ପରିଣତ ହୋଇଯାଏ। ସମାଜରେ ମଦ୍ୟପାନ ଓ ଆଧୁନିକତାର ଚିହ୍ନ ହେବାରୁ ଲୋକେ ମଦ ପିଇବାରେ ମନ ବଳାଉଛନ୍ତି। ହେଲେ ଧୀରେ ଧୀରେ ସେହି ମଦ ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ। ଏହି ଅଭ୍ୟାସ ସେମାନଙ୍କର ପାରିବାରିକ ଜୀବନରେ କଳହ, ମନ ମନାନ୍ତର ଆଡ଼କୁ ଟାଣିନେଇଥାଏ। ଏହାଛଡ଼ା ବିଭିନ୍ନ ଶାରୀରିକ ଦୂରାରୋଗ୍ୟର ମଧ୍ୟ କାରଣ ପାଲଟିଥାଏ। ଆଉ ସେତେବେଳେ ମଦ ଛାଡ଼ିବା କଷ୍ଟକର ହୋଇପଡ଼େ। ତେବେ କେମିତି ମଦ ଛାଡ଼ିବେ? । ଆସନ୍ତୁ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଅଧିକ ଜାଣିବା।