ମୁଣ୍ଡରେ ରୁପି ହେଲେ କ’ଣ କରିବେ? | Dandruff: How to treat it? in Odia | Dr Manas Ranjan Puhan
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଉଭୟ ପୁରୁଷ ଓ ମହିଳାଙ୍କଠାରେ ରୁପି ସମସ୍ୟା ହୋଇପାରେ। ରୁପି ସମସ୍ୟା ଯୋଗୁଁ କେଶ ମଧ୍ୟ ଝଡ଼ିପାରେ। ତେବେ ମୁଣ୍ଡରେ ରୁପି ହେଲେ କ’ଣ କରିବେ? ଏନେଇ ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Dandruff is a very common problem on the scalp and hair. Both men and women can have Dandruff problems. Hair fall can also be due to dandruff. So what to do if you have Dandruff issues? Let’s find out more from Dr Manas Ranjan Puhan, a Dermatologist.