ଗର୍ଭନିରୋଧକ ଉପାୟ | Types of Contraception/ Contraceptives (Birth Control) in Odia | Dr Swapna Misra

Dr Swapna Misra3 February 20226:4019K views

About this video

ଗର୍ଭନିରୋଧ କ’ଣ ଓ ଏହା କାହିଁକି ଜରୁରୀ? ଜଣେ କେଉଁ ଗର୍ଭନିରୋଧ ପ୍ରକ୍ରିୟା ବାଛିବେ ଓ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ରହିଛି କି? ଏ ସମସ୍ତ ବିଷୟରେ ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ୱପ୍ନା ମିଶ୍ରଙ୍କଠାରୁ ଅଧିକ ଜାଣିବା।