ଆତ୍ମହତ୍ୟାର ଭାବନା କାହିଁକି ଆସେ? | How to Cope with Suicidal Thoughts? in Odia | Dr Samrat Kar
About this video
ଆତ୍ମହତ୍ୟାକୁ ରୋକିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୦କୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଏ। ଜଣେ ନିଜର ଜୀବନକୁ ଇଛାକୃତ ଭାବରେ ଶେଷ କରିବାକୁ ଆତ୍ମହତ୍ୟା କୁହାଯାଏ। କିନ୍ତୁ ଆତ୍ମହତ୍ୟାର ଭାବନାକୁ କେମିତି ରୋକିବେ? ଏ ବିଷୟରେ ଆସନ୍ତୁ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କଠାରୁ ଅଧିକ ଜାଣିବା।