ରାଗକୁ କେମିତି କରିବେ କଣ୍ଟ୍ରୋଲ? | Tips for Anger Management in Odia | Dr Satyakam Mohapatra
About this video
ରାଗ ବା କ୍ରୋଧ ଯୋଗୁଁ ସାମାଜିକ ତଥା ପାରିବାରିକ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ରାଗ ଯୋଗୁଁ ପାରିବାରିକ ସମ୍ପର୍କ, ବୈବାହିକ ଜୀବନରେ ସମସ୍ୟା ତଥା ବୃତ୍ତିଗତ ଜୀବନରେ ନାନାଦି ସମସ୍ୟା ଉପୁଜିଥାଏ। ତେଣୁ ରାଗକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା ରାଗକୁ କେମିତି କରିବେ ନିୟନ୍ତ୍ରଣ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ। Anger is a completely normal, usually healthy, human emotion. Anger has a detrimental effect on social and family life. Anger can lead to family problems, marital problems, and professional problems. So it is important to control anger. So let's find out how to control your anger from Dr Satyakam Mohapatra, a Neuropsychiatrist.