ମେଦ ବହୁଳତା – କେମିତି କମିବ ଓଜନ?| Dr Abhay Kumar Sahoo on Obesity in Odia | Weight Loss
About this video
ମେଦ ବହୁଳତା ବା ମୋଟାପଣ ଏକ ଜଟିଳ ସମସ୍ୟା। ସମସ୍ତେ ଏହାକୁ ନେଇ ଚିନ୍ତିତ। ମୋଟାପଣ ଯୋଗୁଁ ଆମ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ। ଅନେକ ରୋଗର କାରଣ ମଧ୍ୟ ମୋଟାପଣ। ତେଣୁ ବୟସ ଅନୁଯାୟୀ ଶରୀର ଓଜନ ସଠିକ ରହିବା ଦରକାର। ତେବେ କେମିତି ମୋଟାପଣରୁ ମୁକ୍ତି ପାଇବେ? ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ ମୋଟାପଣ କମ କରିବାର କିଛି ଫର୍ମୁଲା ଜାଣିବା। ମେଦ ବହୁଳତା (ମୋଟାପଣ) କ’ଣ? କାହିଁକି ବଢୁଛି ମେଦ ବହୁଳତା? ମେଦ ବହୁଳତା ଜନିତ ବିଭିନ୍ନ ସମସ୍ୟା ମେଦ ବହୁଳତାର ଚିକିତ୍ସା ମୋଟାପଣ କମ କରିବ ଖାଦ୍ୟ ଓ ବ୍ୟାୟାମ Obesity is a common problem in nowadays. Everyone is worried about Obesity. Obesity causes a variety of problems and diseases in our body. Therefore, body weight should be maintained according to age. So how to treat obesity? Let’s find out some formulas to reduce weight from Dr Abhay Kumar Sahoo, a Endocrinologist. What is Obesity? Causes of Obesity Complication of Obesity Treatment of Obesity Diet & Exercises for Weight loss