ଡାଏବେଟିସ୍ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ର ଆଶଙ୍କା ଅଧିକ |Risk Black Fungus in Diabetics |Dr Rabindra Khatua
About this video
କୋଭିଡ୍ ସଂକ୍ରମଣ ଭିତରେ ଏବେ ବ୍ଲାକ୍ ଫଙ୍ଗସ୍ ସମସ୍ତଙ୍କୁ ଭୟଭୀତ କରିଛି। କୋଭିଡ୍ରୁ ସୁସ୍ଥ ହେବା ପରେ ଅନେକ ଏହାଦ୍ଵାରା ପ୍ରଭାବିତ ହେଉଛନ୍ତି। ବିଶେଷ କରି ଡାଏବେଟିସ୍ ରୋଗୀମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ଅଧିକ। ଏନେଇ ବିଶିଷ୍ଟ କର୍ଣ୍ଣ, ନାଶା ଓ ଗଳା (ଇଏନ୍ଟି)ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କଠାରୁ ଅଧିକ ଜାଣନ୍ତୁ।