ଯୌନ ରୋଗ: କାହିଁକି ହୁଏ? | Human Papillomavirus (HPV) in Odia | Causes & Treatment | Dr Bharat Bhusan

Dr Bharat Bhusan1 February 202512:582.6K views

About this video

ଯୌନ ସଞ୍ଚାରିତ ରୋଗ ଯେପରିକି ହ୍ୟୁମାନ୍‌ ପାପିଲୋମା ଭାଇରସ୍‌ ସର୍ଭାଇକାଲ କ୍ୟାନ୍‌ସରର ମୂଳ କାରଣ। ଏହି ଭାଇରସ୍‌ର କାରଣ କ’ଣ ଏବଂ ଏହାର ଚିକିତ୍ସା ସମ୍ଭବ କି? ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣ କ’ଣ କହୁଛନ୍ତି, ଅଧିକ ଜାଣିବା।