ଡାଏବେଟିସ୍ ନିୟନ୍ତ୍ରଣ ଲାଗି ଡାଏଟ୍, ବ୍ୟାୟାମ | Tips to Manage Diabetes, Odia| Prof Dr Abhay Kumar Sahoo
About this video
ଡାଏବେଟିସ୍ ପରିଚାଳନା କରିବା ପାଇଁ ସନ୍ତୁଳିତଡାଏଟ୍, ବ୍ୟାୟାମ ଏବଂ ଔଷଧର ଆବଶ୍ୟକତା ରହିଛି। ଏହି ଭିଡିଓ ମାଧ୍ୟମରେ ଆସନ୍ତୁ ଜାଣିବା ଡାଏବେଟିସ୍ ନିୟନ୍ତ୍ରଣ କରିବାର ଉପାୟ ପ୍ରଫେସର ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ।