ଡାଏବେଟିସ୍‌ ନିୟନ୍ତ୍ରଣ ଲାଗି ଡାଏଟ୍‌, ବ୍ୟାୟାମ | Tips to Manage Diabetes, Odia| Prof Dr Abhay Kumar Sahoo

Dr Abhay Kumar Sahoo11 June 202410:5932K views

About this video

ଡାଏବେଟିସ୍‌ ପରିଚାଳନା କରିବା ପାଇଁ ସନ୍ତୁଳିତଡାଏଟ୍‌, ବ୍ୟାୟାମ ଏବଂ ଔଷଧର ଆବଶ୍ୟକତା ରହିଛି। ଏହି ଭିଡିଓ ମାଧ୍ୟମରେ ଆସନ୍ତୁ ଜାଣିବା ଡାଏବେଟିସ୍‌ ନିୟନ୍ତ୍ରଣ କରିବାର ଉପାୟ ପ୍ରଫେସର ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ।