ଗର୍ଭାବସ୍ଥାର କେଉଁ ମାସରେ କେଉଁ ଅଲଟ୍ରାସାଉଣ୍ଡ ଜରୁରୀ? | Essential Pregnancy Scans | Dr Asit Kumar Jena
Dr Asit Kumar Jena25 July 202613:39287 views
About this video
ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ତ୍ରୟମାସରୁ ନେଇ ଡେଲିଭରି ପର୍ଯ୍ୟନ୍ତ କରାଯାଉଥିବା ସ୍କାନରେ ଗର୍ଭସ୍ଥ ଶିଶୁର ବିକାଶ, ଓଜନ ଓ ସମସ୍ୟା ବିଷୟରେ ଜାଣିହୁଏ। ଗର୍ଭବତୀ ହେବାର କେତେ ଦିନ ପରେ ପ୍ରଥମ ଅଲଟ୍ରାସାଉଣ୍ଡ କରିବେ? ଗର୍ଭାବସ୍ଥାରେ ମୋଟ କେତେଥର ଏବଂ କେଉଁ କେଉଁ ସ୍କାନ କରିବେ? ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଶିତ କୁମାର ଜେନାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।