ଡାଏବେଟିସ୍ ନିୟନ୍ତ୍ରଣ କରିବା ପାଇଁ ଡାଏଟ୍ | Diet to control Diabetes in Odia |Prof Dr Abhay Kumar Sahoo
About this video
ସମଗ୍ର ବିଶ୍ୱରେ ଡାଏବେଟିସ୍ ବା ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ ପାରିବା। ଡାଏବେଟିସକୁ ନିୟନ୍ତ୍ରଣ କରିବା ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛି ଡାଏଟ୍। ଏହି ଭିଡିଓ ମାଧ୍ୟମରେ ଆସନ୍ତୁ ଜାଣିବା ଡାଏବେଟିସ୍ ନିୟନ୍ତ୍ରଣ କରିବାର ଉପାୟ ପ୍ରଫେସର ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ। ଡାଏବେଟିସ୍ ନିୟନ୍ତ୍ରଣ କରିବା ପାଇଁ ଡାଏଟ୍ Diet plays a major role in managing Diabetes. Proper nutrition plays a crucial role in controlling blood sugar levels, reducing the risk of complications, and improving overall health. Let's learn more from Prof Dr Abhay Kumar Sahoo, an Endocrinologist. Dietary tips to control Diabetes, in Odia