ଡେଙ୍ଗୁ - କେମିତି ରହିବେ ସତର୍କ? | Dr Samir Ranjan Jena on Dengue in Odia | Symptoms & Treatment

Dr Samir Ranjan Jena24 July 20218:148.1K views

About this video

ଡେଙ୍ଗୁ ହେଉଛି ଏକ ଭାଇରାଲ୍ ରୋଗ ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶାମାନେ ଦିନରେ କାମୁଡ଼ନ୍ତି | ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ? ଡେଙ୍ଗୁ ହେଲେ କ’ଣ କ’ଣ ଜଟିଳତା ଦେଖାଦିଏ? ଏନେଇ ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ଜେନା କ’ଣ କହୁଛନ୍ତି, ଜାଣନ୍ତୁ।