ଭିଟାମିନ୍ ‘ଡି’ କାହିଁକି ଜରୁରୀ? | Why is Vitamin D Important for Your Health? | Dr Niroj Kumar Mishra
About this video
ଆଜିକାଲି ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କଠାରେ ଭିଟାମିନ୍ ଡି’ର ଅଭାବ ଦେଖାଦେଇଥାଏ। ଭିଟାମିନ୍ ଡି ଅଭାବରୁ ମାଂସପେଶୀ ଦୁର୍ବଳ, ହାଡ଼ ଦୁର୍ବଳ, ଥକ୍କାପଣ, ମାନସିକ ଅବସାଦ, କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଆସନ୍ତୁ, ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଭିଟାମିନ୍ ‘ଡି’ କାହିଁକି ଜରୁରୀ? ଏହାର ଅଭାବରେ କ’ଣ କ’ଣ ସମସ୍ୟା ହୋଇପାରେ ଓ କେଉଁ ଖାଦ୍ୟରୁ ଏହି ଅଭାବକୁ ଦୂର କରିହେବ? ସେ ବିଷୟରେ ଜାଣିବା।