ଲିଗାମେଣ୍ଟ ଇଞ୍ଜୁରି କ’ଣ? କାରଣ ଓ ଚିକିତ୍ସା | Dr Sarthak Patnaik on Treatment of Ligament injury in Odia
About this video
ହାଡ଼ଗୁଡ଼ିକୁ ପରସ୍ପର ମଧ୍ୟରେ ଯୋଡ଼ି ରଖିବା ପାଇଁ ଏକ ନରମ ଇଲାଷ୍ଟିକ୍ ଟିସ୍ୟୁ ରହିଛି। ଏହାକୁ ଲିଗାମେଣ୍ଟ ବୋଲି କୁହାଯାଏ। ଲିଗାମେଣ୍ଟ ଯୋଗୁଁ ହିଁ ସବୁ ଗଣ୍ଠି ଠିକ୍ ଭାବରେ ଚଳନ ହୋଇପାରେ। କୌଣସି କାରଣରୁ ଯଦି ଲିଗାମେଣ୍ଟରେ ଆଘାତ ଲାଗି ଏହା ଛିଡ଼ିଯାଏ, ତେବେ ଗଣ୍ଠିସ୍ଥାନରେ ଅସହ୍ୟ ଯନ୍ତ୍ରଣା ହେବା ସହ କାମ କରିବାରେ ଅସୁବିଧା ହୁଏ। ଲିଗାମେଣ୍ଟ ଇଞ୍ଜୁରି କ’ଣ? ଯଦି ଆପଣ ଲିଗାମେଣ୍ଟ ଇଞ୍ଜୁରିର ଶିକାର ହୁଅନ୍ତି, ତେବେ କ’ଣ କରିବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ଆର୍ଥ୍ରୋସ୍କୋପି ଏବଂ ସ୍ପୋର୍ଟସ୍ ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ସାର୍ଥକ ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।