ଶୀତଦିନେ ରୁପି ସମସ୍ୟା – କେମିତି କରିବେ ଦୂର? | Dr Kishan Agarwal on Dandruff in Winter in Odia
About this video
ଶୀତଦିନ ଆସିଲେ ଅଧିକାଂଶ ଲୋକ ରୁପି ସମସ୍ୟାକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ଖାସ୍କରି ଶୀତଦିନେ ଏହି ସମସ୍ୟାରୁ କିଭଳି ମୁକ୍ତି ପାଇବେ, ଆସନ୍ତୁ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। When winter comes, most people are worried about the dandruff problem. The problem is found in both men and women. So how to get relief from this problem, especially in winter. Let's find out more from Dr Kishan Agarwal, a Dermatologist. sitadine rupi kahinki huye rupi samasya ra solution rupi kemiti dura haba dandruff kemiti kamiba sitadine dandruff kahinki huye dandruff kemiti huye doctor nka paramarsa sitadine rupi samasya