ପିଲା ରାଗିଲେ ସେମାନଙ୍କୁ କେମିତି ବୁଝାଇବେ? | Child's Aggressive Behavior in Odia | Sambit Nanda
About this video
ପୂର୍ବରୁ ପିଲା ଜିଦି କରୁଥିଲେ ବା ରାଗୁଥିଲେ ସେମାନଙ୍କର ଅଭିଭାବକମାନେ ସେମାନଙ୍କୁ ତାଗିତ୍ କରୁଥିଲେ, ବାଡ଼ାଉଥିଲେ। ଫଳରେ ପିଲାଙ୍କ ମନରେ ଅହେତୁକ ଭୟ ଲାଗି ରହୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ପିଲାମାନେ ଯାହା ମାଗିଲେ ବାପାମା’ ସେମାନଙ୍କୁ ଧରାଇ ଦେଉଛନ୍ତି। ଫଳରେ ଧୀରେ ଧୀରେ ପିଲା ଅଧିକ ଜିଦିଆ ହୋଇଯାାଆନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ କେମିତି ବୁଝାଇବେ? ଏନେଇ ଆସନ୍ତୁ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦଙ୍କଠାରୁ ଅଧିକ ଜାଣିବା। Is your child aggressive? Are you unable to deal with your child’s aggression? Your child’s anger can take many forms: angry tantrums, hitting, screaming, kicking, or even biting. What makes your child get angry? How do you work around their aggression? What should you not do as a parent? Let's find out now from Psychologist Sambit Nanda.