ଶରୀରରେ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ହେଲେ କ’ଣ କରିବେ? | Electrolyte Imbalance | Prof Dr Srikant Kumar Dhar
About this video
ଶରୀରରେ କ୍ୟାଲ୍ସିୟମ୍, ସୋଡିୟମ୍, ପୋଟାସିୟମ୍, ମାଙ୍ଗାନିଜ୍ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି ଇଲେକ୍ଟ୍ରୋଲାଇଟ୍ର ଅସନ୍ତୁଳନ ହେଲେ ଶରୀରର କାର୍ଯ୍ୟକାରିତା ଉପରେ ପ୍ରଭାବ ପଡ଼ିଥାଏ। ଆସନ୍ତୁ, ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଜାଣିବା ଶରୀରରେ ଇଲେକ୍ଟ୍ରୋଲାଇଟ୍ର କାମ କ’ଣ ଏବଂ ଏହାର ଅଭାବକୁ କିପରି ଦୂର କରାଯାଇପାରିବ।