Skip to main content

ପିଲାଙ୍କୁ ଗାଲୁଆ ରୋଗ ହେଲେ କ’ଣ କରିବେ? ପ୍ରତିକାର କ’ଣ? | Mumps: Symptoms & Treatment | Dr Ananya Mohanty

Dr Ananya Mohanty27 August 202610:381.6K views

About this video

ଗାଲୁଆ ଏକ ଭୂତାଣୁ ଜନିତ ରୋଗ। ପିଲାଠୁ ନେଇ ବୟସ୍କ ଲୋକଙ୍କୁ ଏହି ସଂକ୍ରାମକ ରୋଗ ହୋଇଥାଏ। ଗାଲୁଆ ହେଲେ ଗାଲ ଫୁଲିବା, ଗଳା ଦରଜ ହେବା, ଜ୍ୱର ହେବା, ମୁଣ୍ଡବିନ୍ଧା, ବାନ୍ତି ହେବା ଭଳି ଲକ୍ଷଣ ଦେଖାଦିଏ। ଏହା ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଗାଲୁଆ ରୋଗ କାହିଁକି ହୁଏ? ଗାଲୁଆ ରୋଗ ହେଲେ ଚିକିତ୍ସା କିପରି ହୁଏ? ଆସନ୍ତୁ, ବିଶିଷ୍ଟ ମେଡ଼ିସିନ୍ ସ୍ପେଶାଲିଷ୍ଟ୍ ଡାକ୍ତର ଅନନ୍ୟା ମହାନ୍ତିଙ୍କଠାରୁ ଏନେଇ ଅଧିକ ଜାଣିବା।