ପ୍ରି-ଡାଏବେଟିସର ଆଶଙ୍କା କାହାକୁ ଅଧିକ? | Dr Jayanta Kumar Panda on Pre-Diabetes | Causes & Prevention

Dr Jayanta Kumar Panda24 November 20209:1612K views

About this video

ପ୍ରି-ଡାଏବେଟିସ୍ ବା ଡାଏବେଟିସର ପୂର୍ବାବସ୍ଥା। ଏହାର ଅର୍ଥ ସମ୍ପୂର୍ଣ୍ଣ ଭାବେ ଡାଏବେଟିସ୍ ରୋଗ ଆରମ୍ଭ ହୋଇନି କିନ୍ତୁ ରୋଗ ହେବାର ବିପଦ ରହିଛି। ତେବେ ପ୍ରି-ଡାଏବେଟିସ ହେବାର ଆଶଙ୍କା କାହାକୁ ଅଧିକ ରହିଛି? ଏହା କାହିଁକି ଚିନ୍ତାର ବିଷୟ? ଆସନ୍ତୁ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କଠାରୁ ଏବିଷୟରେ ଅଧିକ ଜାଣିବା।