ଶରୀରରେ ଭିଟାମିନ୍ ବି୧୨ କମିଗଲେ କେମିତି ଜାଣିବେ? | Vitamin B12 Deficiency in Odia | Dr Samir Ranjan Jena
About this video
ଭିଟାମିନ୍ ବି୧୨ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରର ରକ୍ତ, ମସ୍ତିଷ୍କ, ସ୍ନାୟୁ ଏବଂ ଶକ୍ତିସ୍ତର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଶରୀରରେ ଭିଟାମିନ୍ ବି୧୨ର ଅଭାବ ହେଲେ ଅନେକ ସମସ୍ୟା ଦେଖାଦେଇପାରେ। ତେଣୁ ସଠିକ୍ ସମୟରେ ଏହାର ଲକ୍ଷଣକୁ ଚିହ୍ନି ଚିକିତ୍ସା କରାଇବା ନିହାତି ଆବଶ୍ୟକ। ଭିଟାମିନ୍ ବି୧୨ ଅଭାବ ହେଲେ କେମିତି ଜାଣିବେ? ଭିଟାମିନ୍ ବି୧୨ ଅଭାବର ଚିକିତ୍ସା କ’ଣ? ଆସନ୍ତୁ, ବିଶିଷ୍ଟ ମେଡ଼ିସିନ୍ ସ୍ପେଶାଲିଷ୍ଟ୍ ଡାକ୍ତର ସମିର ରଞ୍ଜନ ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା।