ମୁଣ୍ଡ ଫାଟିଲେ ପ୍ରାଥମିକ ଚିକିତ୍ସା କ’ଣ? | Dr Deepak Das on Head Injury in Odia | First Aid & Prevention
About this video
କୌଣସି ଦୁର୍ଘଟଣା ଯୋଗୁଁ ମୁଣ୍ଡରେ ଆଘାତ ଲାଗିଲେ ଅତ୍ୟଧିକ ରକ୍ତସ୍ରାବ ହୋଇ ପରିସ୍ଥିତି ଜଟିଳ ହୋଇପଡ଼େ। ତେବେ ଆପଣଙ୍କ ସାମ୍ନାରେ କାହାର ମୁଣ୍ଡ ଫାଟିଲେ କେମିତି ଦେବେ ପ୍ରାଥମିକ ଚିକିତ୍ସା? ଏହାର ଜଟିଳତା ଏବଂ ଚିକିତ୍ଏସା ବିଷୟରେ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ଦୀପକ ଦାସଙ୍କ ପରାମର୍ଶ, ଜାଣନ୍ତୁ।