କ୍ରୋଧ ବା ରାଗ : କେମିତି କରିବେ ନିୟନ୍ତ୍ରଣ? | Dr Satyakam Mohapatra on Anger Management in Odia

Dr Satyakam Mohapatra24 April 202117:3625K views

About this video

କ୍ରୋଧ ବା ରାଗ ଲାଗିବା ଏକ ସାଧାରଣ ଅବସ୍ଥା। ଅନେକ ସମୟରେ କିଛି ବ୍ୟକ୍ତିଙ୍କଠାରେ ଅହେତୁକ କ୍ରୋଧ ଦେଖିବାକୁ ମିଳିଥାଏ। ଫଳରେ ବ୍ୟକ୍ତିଜଣକ ହିତାହିତ ଜ୍ଞାନ ଭୁଲିଯାଇ ନିଜର କିମ୍ବା ଅନ୍ୟର କ୍ଷତି ପହଞ୍ଚାଇଥାଏ। ତେବେ କେମିତି ନିଜ କ୍ରାେଧକୁ ନିୟନ୍ତ୍ରଣ କରିବେ? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।