କେଶ ଝଡୁଛି କି? | Hair Fall/ Hair Loss in Odia | Dr Monali Pattnaik

Dr Monali Pattnaik15 September 202210:0016K views

About this video

କେଶ ଝଡ଼ିବାକୁ ନେଇ ଏବେ ସମସ୍ତେ ଚିନ୍ତିତ। କେଶ ଝଡ଼ିବାର ବିଭିନ୍ନ କାରଣ ରହିଛି। ଜେନେଟିକ୍‌, ପ୍ରଦୂଷଣ, ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ କେଶ ଝଡ଼ିଥାଏ। ତେବେ ଅତ୍ୟଧିକ କେଶ ଝଡ଼ିବାକୁ କେମିତି ରୋକିବେ? ଏନେଇ ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକ କ’ଣ କହୁଛନ୍ତି, ଜାଣିବା।