ତଣ୍ଟି ପଡ଼ିଯାଇଛି କି? | Hoarseness of Voice (Dysphonia) in Odia | Dr Diptiman Baliarsingh

Dr Diptiman Baliarsingh16 June 20223:1435K views

About this video

ଆପଣଙ୍କର ସ୍ୱର ସାଧାରଣ ଅପେକ୍ଷା ଭିନ୍ନ ବା କର୍କଶ ଶୁଣାଯାଉଛି କି? ସାଧାରଣତଃ କର୍କଶ ସ୍ୱର ଲାରିଙ୍ଗଜାଇଟିସ୍‌, ଗଳା ସଂକ୍ରମଣ କିମ୍ବା ଅନ୍ୟ କୌଣସି ଶ୍ୱାସକ୍ରିୟା ଜନିତ ସଂକ୍ରମଣ କାରଣ ଯୋଗୁଁ ହୋଇପାରେ। ଯାହାଫଳରେ ତଣ୍ଟି ପଡ଼ିଯିବା ବା ବସିଯିବା ଭଳି ଲକ୍ଷଣ ଦେଖାଦେଇଥାଏ। ତେବେ ଏଭଳି କ୍ଷେତ୍ରରେ କ’ଣ କରିବା ଆବଶ୍ୟକ? ପୁଣି ନିଜର ସ୍ୱଭାବିକ ସ୍ୱର ଫେରିବା ପାଇଁ କ’ଣ କରିବା ଆବଶ୍ୟକ। ଏନେଇ ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ଦିପ୍ତିମାନ ବଳିଆରସିଂ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Is your voice sounding hoarse and different than usual? Often, hoarse voice is a result of laryngitis, strep throat, or other respiratory infections that impact the throat, and goes away as you recover. Sometimes your voice can sound raspy sans throat pain from overuse of the vocal cords, such as screaming or talking a lot. So, what can you do to bring your voice back? Let's know more from Dr Diptiman Baliarsingh, ENT Specialist.