ସ୍ତ୍ରୀ ରୋଗରେ ଲାପାରୋସ୍କୋପି ସର୍ଜରି । Dr Jaya Prakash Pani on Laparoscopy in Gynecology in Odia
About this video
ଲାପାରୋସ୍କୋପି ସର୍ଜରି କ’ଣ? ସ୍ତ୍ରୀ ରୋଗରେ ଏହାର ଆବଶ୍ୟକତା କ’ଣ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।