ସୁସ୍ଥ ରହିବା ପାଇଁ ଜଣେ ମହିଳା କ’ଣ ଖାଇବେ? | Healthy Eating Tips for Women in Odia | Yasmin Habib
About this video
ସୁସ୍ଥ ରହିବା ପାଇଁ ଜଣେ ମହିଳା ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଅଧିକାଂଶ ସମୟରେ ମହିଳା କାର୍ଯ୍ୟବ୍ୟସ୍ତତା ଯୋଗୁଁ ସଠିକ ସମୟରେ ଖାଇପାରନ୍ତି ନାହିଁ ବା ଉଚିତ ପୋଷଣ ଖାଦ୍ୟରେ ସାମିଲ କରିପାରନ୍ତି ନାହିଁ ଫଳରେ କ୍ୟାଲସିୟମ୍, ଆନେମିଆ ଭଳି ଅଭାବ ଦେଖାଦେଇଥାଏ। ଆସନ୍ତୁ ଡାଏଟିସିଆନ୍ ଯସ୍ମିନ୍ ହବିବ୍ଙ୍କଠାରୁ ଜାଣିବା ମହିଳାମାନେ କେଉଁ ଭଳି ଖାଦ୍ୟ ଖାଇବା ଜରୁରୀ ଜାଣିବା।