ଅଂଶୁଘାତ: କେମିତି ପାଇବେ ରକ୍ଷା? | Protect yourself from Heatstroke/ Sunstroke | Prof Srikant Kumar Dhar

Prof Srikant Kumar Dhar17 April 20234:013.7K views

About this video

ରାଜ୍ୟରେ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା, ପ୍ରଖର ସୂର୍ଯ୍ୟକିରଣ ପ୍ରଭାବ ଯୋଗୁଁ ଅଂଶୁଘାତ ହେବାର ଆଶଙ୍କା ରହିଛି। ତେବେ କେମିତି ଅଂଶୁଘାତରୁ ରକ୍ଷା ପାଇବେ? ଖରାକୁ ବାହାରିବା ପୂର୍ବରୁ କ’ଣ ସବୁ ସାଧାନତା ଅବଲମ୍ବନ କରିବେ? ଆସନ୍ତୁ ବେଳ ଥାଉ ଥାଉ ସାବଧାନ ହେବା। ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ସବିଶେଷ ତଥ୍ୟ ଜାଣିବା।