ଆଖିରେ ପୋକ ମାଡ଼ ହେଲେ କ’ଣ କରିବେ? | Dr Surjya Kiran Patnaik on Insect in the eyes in Odia

Dr Surjya Kiran Patnaik1 October 20213:0365K views

About this video

ସାଧାରଣତଃ ଗାଡ଼ି ଚଳାଇବା ବେଳେ ଆଖିରେ ପୋକ ମାଡ଼ ହୋଇଯିବା କିମ୍ବା ଧୂଳି ପଡ଼ିଯିବା ଭଳି ସମସ୍ୟା ଦେଖାଦେଇଥାଏ। ଏଭଳି କ୍ଷେତ୍ରରେ ଲୋକେ ଆଖିକୁ କୁଣ୍ଡାଇ ଦେଇଥାଆନ୍ତି, ଯାହାକି ଆଖି ପାଇଁ ଖରାପ। ତେବେ ଏଭଳି କ୍ଷେତ୍ରରେ କ’ଣ କରିବା ଉଚିତ। ଆସନ୍ତୁ ବରିଷ୍ଠ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ କିରଣ ପଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। It's so uncomfortable when any dust particles or a small insect enters the space between your eyeball. That's why eyes start itching and redness occurs. What to do if insects go into the eyes? What's the treatment? Let's know more from Dr Surjya Kiran Patnaik, an Ophthalmologist.