ହରମୋନ୍ ଅସନ୍ତୁଳନ ଯୋଗୁଁ ପିରିୟଡ୍ସରେ ଅସୁବିଧା ହେଉଛି କି? | PCOS: Symptoms & Treatment | Dr Ankita Tiwari
About this video
ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ତଥା ଅନ୍ୟ ହରମୋନ୍ ଜନିତ କାରଣ ଯୋଗୁଁ ପିରିୟଡ୍ରେ ଅସୁବିଧା ତଥା ପିସିଓଏସ୍ ଭଳି ସମସ୍ୟା ଦେଖାଦେଉଛି। ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିଓ୍ୱାରୀଙ୍କଠାରୁ ଜାଣିବା ପିସିଓଏସ୍ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ।