ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ: କିପରି ନେବେ? | Care for Women’s Mental Health, Odia | Nidhi Garg

Nidhi Garg7 March 202413:251.4K views

About this video

ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ପ୍ରତ୍ୟେକ ମହିଳା କେବଳ ଶାରୀରିକ ନୁହେଁ ମାନସିକ ଭାବରେ ମଧ୍ୟ ଫିଟ୍‌ ରହିବା ନିହାତି ଜରୁରୀ। ଆସନ୍ତୁ ମନସ୍ତତ୍ତ୍ୱବିତ୍‌ ନିଧି ଗର୍ଗଙ୍କଠାରୁ ମହିଳାଙ୍କର ମାନସିକ ସମସ୍ୟା ଏବଂ ତାହାର ଯତ୍ନ ବିଷୟରେ ଅଧିକ ଜାଣିବା।