କାନ୍ଧ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Dr Sandeep Lenka on Frozen Shoulder in Odia | Prevention
About this video
କାନ୍ଧରେ ଯନ୍ତ୍ରଣା ହେବାର ଏକ ପ୍ରମୁଖ କାରଣ ହେଉଛି ଫ୍ରୋଜେନ୍ ସୋଲଡର। ଫ୍ରୋଜେନ୍ ସୋଲଡର ସମସ୍ୟାକୁ ସାଧାରଣରେ ବୁଝିବାକୁ ଗଲେ, କାନ୍ଧ ଖଞ୍ଜାର ମାଂସପେଶୀ ଏକପ୍ରକାରର ଜମାଟବାନ୍ଧି ଯାଏ। ଫଳରେ ହାତ ଚାଳନାରେ ଅସୁବିଧା ସହିତ କଷ୍ଟ ଅନୁଭବ ହୁଏ। ତେବେ ଫ୍ରୋଜେନ୍ ସୋଲଡର କାହିଁକି ହୁଏ? ଏଥିରୁ କେମିତି ମୁକ୍ତି ପାଇବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଲେଙ୍କା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।