ମେନିନଜାଇଟିସ୍ କ'ଣ? | What is Meningitis? in Odia | Symptoms & Treatment | Dr Swagat Mohanty
About this video
ମୁଣ୍ଡବିନ୍ଧା ସହ ଜ୍ଵର, ଅଳସୁଆ ଲାଗିବା, କୌଣସି କାର୍ଯ୍ୟ କରିବାରେ ଅସୁବିଧା ହେବା ଭଳି ସମସ୍ୟା ହୋଇପାରେ ମେନିନ୍ଜାଇଟିସ୍ର ଲକ୍ଷଣ। ମେନିନ୍ଜାଇଟିସ୍ କାହିଁକି ହୋଇଥାଏ? ଆସନ୍ତୁ ଏହାର ଚିକିତ୍ସା ବିଷୟରେ ଜାଣିବା ନ୍ୟୁରୋ ବିଶେଷଜ୍ଞ ଡାକ୍ତର ସ୍ଵାଗତ ମହାନ୍ତିଙ୍କଠାରୁ।