ହୃଦୟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ? | Diet for Healthy Heart in Odia | Dr Subhasis Mishra

Dr Subhasis Mishra25 April 20234:004.2K views

About this video

ସୁସ୍ଥ ହୃଦୟ ପାଇଁ ଆମର ଖାଦ୍ୟଶୈଳୀ ଓ ଜୀବନଶୈଳୀର ମୁଖ୍ୟ ଭୂମିକା ରହୁଛି। ଆଜି ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ଡାକ୍ତର ସୁଭାଶିଷ ମିଶ୍ରଙ୍କଙ୍କଠାରୁ ଜାଣିବା ଜଣେ ବ୍ୟକ୍ତି ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ ତଥା ହାର୍ଟ ଜନିତ ସମସ୍ୟା ଯେପରିକି ହାର୍ଟ ଆଟାକ୍‌, ସିଏଡି ଓ ଅନ୍ୟାନ୍ୟ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେଉଁ ଭଳି ଖାଦ୍ୟ ଖାଇବା ଆବଶ୍ୟକ। Our diet and lifestyle play a major role in maintaining a healthy heart. What kind of food should a person eat to keep his heart healthy and to protect himself from heart-related problems such as heart attack, CAD? Let's know from Dr Subhasis Mishra, a Cardiologist.