ତ୍ୱଚାରେ ଚମକ ପାଇଁ କ’ଣ କରିବେ? | Tips for Glowing Skin, in Odia | Skin Care | Dr Kishan Kumar Agarwal
About this video
ତ୍ୱଚାଜନିତ ସମସ୍ୟା ଯେପରିକି ବ୍ରଣ, ବ୍ରଣ ଦାଗ, କଳାଦାଗ, ଟ୍ୟାନ୍ ଆଦି ସମସ୍ୟା ପାଇଁ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଦାୟୀ ହୋଇଥାଏ। ଆମର ଖାଦ୍ୟପେୟ, ମାନସିକ ଚିନ୍ତା, ସମୟରେ ନ ଶୋଇବା କାରଣରୁ ତ୍ୱଚାଜନିତ ସମସ୍ୟା ଉପୁଜିପାରେ। ତ୍ୱଚାକୁ ସୁସ୍ଥ କେମିତି ରଖିବେ ବା ତ୍ୱଚାଜନିତ ସମସ୍ୟାକୁ ଏଡ଼ାଇବେ କିପରି? ଆସନ୍ତୁ, ବିଶିଷ୍ଟ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରଓ୍ୱାଲଙ୍କଠାରୁ ଜାଣିବା।