ମୁହଁରୁ କଳାଦାଗ ବା ମେଲାଜ୍ମା କେମିତି ଯିବ? | What is Melasma or black Spot in Odia | Dr Kumar Abhishek
About this video
ବୟସ ବଢ଼ିବା ସହିତ କିମ୍ବା ସୂର୍ଯ୍ୟକିରଣ ପ୍ରଭାବରେ ଉଭୟ ପୁରୁଷ ଏବଂ ମହିଳାଙ୍କ ମୁହଁରେ କଳା କଳା ଦାଗ ସଦୃଶ ହୋଇଯାଏ, ଯାହାକୁ ମେଲାଜ୍ମା ବୋଲି କୁହାଯାଏ। ତେବେ ଏହା କେମିତି ଯିବ? ଏନେଇ କ’ଣ କହୁଛନ୍ତି ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ, ଆସନ୍ତୁ ଜାଣିବା। Melasma is a common pigmentation disorder that causes brown or gray patches to appear on the skin, mainly on the face. So what is the main cause of melasma? Does melasma ever go away? Let's know more from Dr Kumar Abhishek, a Dermatologist.