କାନ୍ଧ ଯନ୍ତ୍ରଣା କାରଣ କ’ଣ? | Rotator Cuff Tendinopathy | Shoulder Stiffness | Dr Chandan Kumar Panda

Dr Chandan Kumar Panda5 December 202310:447.3K views

About this video

ଅଧିକାଂଶ ଲୋକଙ୍କର କାନ୍ଧ ଯନ୍ତ୍ରଣା, କାନ୍ଧରେ ଷ୍ଟିଫ୍‌ନେସ୍‌ ବା କାନ୍ଧ ଉପରକୁ ଉଠାଇବାରେ କଷ୍ଟ ଅନୁଭବ କରିଥାଆନ୍ତି। କିନ୍ତୁ, ଏହି ସମସ୍ୟା ଫ୍ରୋଜେନ୍‌ ସୋଲଡର ନୁହେଁ। ଏହାକୁ ରୋଟେଟର କଫ୍‌ ଟେଣ୍ଡିନୋପାଥୀ କୁହାଯାଏ। ଆସନ୍ତୁ, ବିଶିଷ୍ଟ ଅସ୍ଥି ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପଣ୍ଡାଙ୍କଠାରୁ ଅଧିକ ଜାଣିବା।