ପରିସ୍ରାରେ ଜ୍ୱଳାପୋଡ଼ା ହେଉଛି କି? | Pain or Burning With Urination in Odia | Dr Sukanta Kumar Padhy

Dr Sukanta Kumar Padhy3 June 20225:5843K views

About this video

ଜୀବାଣୁ ସଂକ୍ରମଣ ଯୋଗୁଁ ପରିସ୍ରା ସମୟରେ ଯନ୍ତ୍ରଣା, ପୋଡ଼ାଜଳା ବା କୁଣ୍ଡେଇ ହେବା ଭଳି ଅନୁଭବ ହୋଇପାରେ। ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କଠାରେ ପରିସ୍ରା ପୋଡ଼ା ବା ୟୁରିନ୍‌ ଇନ୍‌ଫେକ୍ସନ୍‌ ଅଧିକ ଦେଖାଦେଇଥାଏ। ଯଦି ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ୟୁରିନାରି ଟ୍ରାକ୍‌ ଇନ୍‌ଫେକ୍ସନ୍‌ ହେଉଛି, ତେବେ ତୁରନ୍ତ ଏହାର ଚିକିତ୍ସା କରିବା ଆବଶ୍ୟକ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢ଼ୀଙ୍କଠାରୁ ୟୁରିନ୍‌ ଇନ୍‌ଫେକ୍ସନ୍‌କୁ ଏଡ଼ାଇବା କିପରି, ସେ ବିଷୟରେ ଜାଣିବା। Pain or discomfort during urination may feel like burning, stinging, or itching and is often caused by bacterial infections. Vulva-owners are more likely to have urinary tract infections (UTIs) than penis-owners, find out why. Frequent urinary tract infections should be addressed immediately. Frequent burning sensation in your urine may not be normal. Let us know more from Urologist Dr Sukanta Kumar Padhy.