ଛୋଟ ପିଲାଙ୍କ ଅସ୍ଥିର ମନ - ସମସ୍ୟା ନା ସାଧାରଣ ଅବସ୍ଥା? | Sambit Nanda on Mental Health of Children (ADHD)

Swasthya Plus Network24 September 202013:5668K views

About this video

ଆମେ ଦେଖିବା ଭିତରେ କିଛି ପିଲାଙ୍କଠାରେ ଅସ୍ଥିର ମନ ଦେଖାଯାଏ। ସେମାନେ କୌଣସି ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେଇପାରନ୍ତି ନାହିଁ। ଅତି ଚଞ୍ଚଳଭାଗ ଯୋଗୁଁ ପାଠ ପଢ଼ାଠାରୁ ଆରମ୍ଭ କରି ସବୁ କାର୍ଯ୍ୟରେ ଭୁଲ କରୁଥିବେ। ପିଲାଟି ଚଗଲା ହେଉଛି ବୋଲି ପରିବାର ଲୋକ ଭାବି ପାରନ୍ତି। ହେଲେ ଛୋଟ ପିଲାଙ୍କଠାରେ ଅସ୍ଥିର ମନ କିମ୍ବା ଅତି ଚଞ୍ଚଳପଣ ଏକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ଏନେଇ ବିଶିଷ୍ଟ ମନୋବିଜ୍ଞାନି ସମ୍ବିତ ନନ୍ଦ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।