ଉଚ୍ଚ ରକ୍ତଚାପ – ବଡ଼ ରୋଗର ମୂଳ କାରଣ । Dr Uma Shankar Mishra on High blood pressure in Odia

Dr Uma Shankar Mishra14 June 20218:4425K views

About this video

ଉଚ୍ଚ ରକ୍ତଚାପ ସବୁ ବଡ଼ ବଡ଼ ରୋଗର ମୂଳ କାରଣ। ତେଣୁ ରକ୍ତଚାପକୁ ନିୟନ୍ତ୍ରଣ କରିବା ଜରୁରୀ। ତେବେ ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପର ଜଟିଳତା କ’ଣ? କେମିତି କରିବେ ରକ୍ତଚାପକୁ ନିୟନ୍ତ୍ରଣ? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ।