କାର୍ଡିଆକ୍ ଆରେଷ୍ଟ: କାରଣ, ଲକ୍ଷଣ ଓ ଚିକିତ୍ସା |Cardiac Arrest: Treatment in Odia| Dr Dibya Ranjan Behera
About this video
କାର୍ଡିଆକ୍ ଆରେଷ୍ଟ ହେଉଛି ଏକ ଅବସ୍ଥା, ଯେଉଁଥିରେ ହୃଦୟ ହଠାତ୍ କାମ କରିବା ବନ୍ଦ କରିଦିଏ। ଏହି ଅବସ୍ଥାରେ ବ୍ୟକ୍ତିଙ୍କୁ ଅସହଜ ମନେ ହୁଏ, ଛାତି ମଝିରେ ଯନ୍ତ୍ରଣା ହୁଏ, ଗମ୍ ଗମ୍ ଝାଳ ବହେ। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା କରିବା ଜରୁରୀ। ଆସନ୍ତୁ, କାର୍ଡିଆକ୍ ଆରେଷ୍ଟ ବିଷୟରେ ଅଧିକ ଜାଣିବା ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରାଙ୍କଠାରୁ ଏହି ଭିଡିଓରେ।