ପିରିୟଡ୍ଜନିତ ସମସ୍ୟା ଓ ସମାଧାନ | Periods Problem: How to Treat? in Odia | Dr Smruti Shree Sahu
About this video
ପିରିୟଡ୍ସ ସମୟରେ ବିଭିନ୍ନସମସ୍ୟା ହୋଇପାରେ, ଯେପରିକି ପ୍ରି-ମେନ୍ଷ୍ଟ୍ରୁଆଲ ସିଣ୍ଡ୍ରୋମ୍, ଅନିୟମିତତା, ସଂକ୍ରମଣ ଆଦି।ତେଣୁ ସଠିକ୍ ସମୟରେ ସମସ୍ୟାବିଷୟରେ ଜାଣି ଡାକ୍ତରଙ୍କୁ ପରାମର୍ଶକରିବା ଆବଶ୍ୟକ। ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀଙ୍କଠାରୁପିରିୟଡ୍ସ ଜନିତ ସମସ୍ୟାଓ ଏହାର ସମାଧାନବିଷୟରେ ଜାଣିବା।