କେମିତି ଛାଡ଼ିବେ ନିଶା? | Dr Suvendu Narayan Mishra on de-addiction in Odia

Dr Suvendu Narayan Mishra22 September 202010:1311K views

About this video

ବର୍ତ୍ତମାନ ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା ଭାବେ ଛିିଡ଼ା ହୋଇଛି। ତମାଖୁ, ମଦ୍ୟପାନଠୁ ଆରମ୍ଭ କରି ବ୍ରାଉନସୁଗାର, ହିରୋଇନ୍ ଭଳି ଡ୍ରଗ୍ସ ଖାଇବା ଯୋଗୁଁ ସମାଜରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଶାରୀରିକ, ମାନସିକ ସମସ୍ୟା ସହିତ ପାରିବାରିକ ସମସ୍ୟାର ଏକ ବଡ଼ କାରଣ ପାଲଟିଛି ଡ୍ରଗ୍ସ। ତେବେ କେମିତି ଛାଡ଼ିବେ ଡ୍ରଗ୍ସ? ଏନେଇ ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଡ୍ରଗ୍ସ କ'ଣ ଓ କେତେ ପ୍ରକାରର? ଡ୍ରଗ୍ସ ଶରୀରରେ ଉପରେ କ'ଣ ପ୍ରଭାବ ପକାଏ? ନିଶା ଛାଡ଼ିଲେ କ'ଣ ଲକ୍ଷଣ ଦେଖାଦିଏ? ନିଶା ଛାଡିବା ପାଇଁ କ'ଣ ରହିଛି ଔଷଧ? ଡ୍ରଗ୍ସଠାରୁ ନିଜକୁ ଦୂରେଇ ରଖନ୍ତୁ Nowadays, addiction is a serious problem in society. Substances such as tobacco, alcohol, brown sugar, and heroin have been linked to a number of problems in society. Drugs have become a major cause of troubles in family and mental and physical problems. Let’s find out more from neuro psychiatrist Dr. Shuvendu Narayan Mishra on drugs and deaddiction. What are drugs and its types? How do drugs affect the body? What are the symptoms of drug addiction? Is there a cure for addiction? Keep yourself away from drugs