ଇନସୁଲିନ କେମିତି ନେବେ? | Insulin: Function and Types in Odia | Dr Alok Kanungo

Dr Alok Kanungo22 September 20213:5414K views

About this video

ଇନସୁଲିନ୍ ହରମୋନ ହେଉଛି ଆମ ଶରୀରର ଏକ ପ୍ରକାରର ଜୀବକୋଷ। ଇନସୁଲିନ ହରମୋନ ଆମ ଶରୀରରୁ କମ କ୍ଷରଣ ହେଲେ ଆମକୁ ଡାଏବେଟିସ୍ ରୋଗ ହୁଏ। ତେଣୁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ଗ୍ରହଣ କରିବାକୁ ପଡ଼ିଥାଏ। ତେବେ କେମିତି ନେବେ ଇନ୍‌ସୁଲିନ୍‌? ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଏବିଷୟରେ ଅଧିକ ଜାଣିବା। Insulin is a hormone that is responsible for allowing glucose in the blood to enter cells, providing them with the energy to function. So how does insulin work? Let's find out more from Dr Alok Kanungo, a Senior Diabetologist.