କେମିତି ଦୂର କରିବେ ନିଦ୍ରାହୀନତା? | Neuropsychiatrist Dr. Satyakam Mohapatra on Insomnia in Odia

Dr Satyakam Mohapatra17 June 20207:1348K views

About this video

ଅନେକ ସମୟରେ ଆମକୁ ରାତିରେ ସଠିକ ଭାବେ ଦିନ ହୋଇନଥାଏ, ସକାଳୁ ଶୀଘ୍ର ନିଦ ଭାଙ୍ଗିଯାଏ। ଏହା ହେଉଛି ଏକ ସାଧାରଣ କଥା। ହେଲେ ୪ ସପ୍ତାହରୁ ଅଧିକ ଦିନ ଯାଏଁ ରାତିରେ ନିଦ ହେବାରେ ଅସୁବିଧା ହେଲେ ନିଦ୍ରାହୀନତା ହେବାର ଆଶଙ୍କା ରହିଥାଏ। ନିଦ୍ରାହୀନତାର କାରଣ ଓ ଏହାର ଉପଚାରକୁ ନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। Often we don’t have a proper rest at night, we wake up early in the morning. This is normal. However, if you have difficulty sleeping at night for more than 4 weeks, you are more likely to develop insomnia. Let's find out what psychiatrist Dr. Satyakam Mohapatra, has to say about the causes of insomnia and its treatment. In this video: